Tuesday, October 6, 2026
31.6 C
Odisha

    ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାରରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣା: ପ୍ରଭାରୀ-ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଲେ ଶରତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାର ନାଁରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣାରେ ପୂର୍ବତନ ପିସିସି ସଭାପତି ଶରତ ପଟନାୟକ ପ୍ରଭାରୀ ଏବଂ ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଛନ୍ତି।

    ଭରତପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏଆଇସିସିରୁ ଆସିଥିବା ଟଙ୍କା ବିଷୟରେ ମୋ ପାଖେ ତଥ୍ୟ ନାହିଁ। ମତେ ଜାଣିଶୁଣି କିଛି ଗୋଷ୍ଠୀ ଚକ୍ରାନ୍ତ କରି ଅପମାନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ