Tuesday, April 7, 2026
24.4 C
Odisha

    ଅଗ୍ନିଶମ ବିଭାଗରେ ଆଗକୁ ମହିଳାଙ୍କୁ ସାମିଲ କରାଯିବ

    ଆଗକୁ ପଢନ୍ତୁ

    ଫାୟାର ମ୍ୟାନ ନାଁ ବଦଳିବ ।  ହେବ ଫାୟାର ଫାଇଟର ।  ଅଗ୍ନିଶମ ବିଭାଗରେ ମହିଳାମାନଙ୍କୁ ସାମିଲ କରାଯିବ ।  ଏହାକୁ ବିଚାରକୁ ନିଆଯାଇଛି ।  ଆଗାମୀ ଦିନରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ।  ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଫାୟାର ମ୍ୟାନ ନାଁ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଫାୟାର ମ୍ୟାନ ବଦଳରେ ” ଫାୟାର ଫାଇଟର ” କୁହାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ