Thursday, June 4, 2026
34.9 C
Odisha

    କଟକରେ ଏକ ଆପାର୍ଟମେଂଟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା

    ଆଗକୁ ପଢନ୍ତୁ

    କଟକ : କଟକରେ ଅଗ୍ନିକାଣ୍ଡ । ପିଠାପୁର ମୁନ ଲାଇଟ ଲେନ ରେ ଥିବା ଏକ ଆପାର୍ଟମେଂଟରେ ଅଗ୍ନିକାଣ୍ଡ । ବାଣ କିମ୍ବା ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଆପାର୍ଟମେଂଟରେ ପ୍ରଥମ ମହଲାର ଦୁଇଟି ବଖରା ରେ ଥିବା ଆସବାପତ୍ର ଓ ଦୋକାନ ର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

    ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବା ନେଇ ଆକଳନ କରଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ର ଦୁଇଟି ଟିମ ପହଁଚି ନିଆଁ କୁ ଆୟତ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.9 ° C
    34.9 °
    34.9 °
    34 %
    1.8kmh
    54 %
    Thu
    41 °
    Fri
    42 °
    Sat
    41 °
    Sun
    41 °
    Mon
    43 °

    ସମ୍ବନ୍ଧିତ