Saturday, July 11, 2026
26.1 C
Odisha

    ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଆଜି ଗଞ୍ଜାମ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମେଗା ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ୍ ଜୋନ୍ର ଗୋପାଳପୁର ଶିଳ୍ପ ପାର୍କରେ ଏହି ୟୁନିଟ୍ ସ୍ଥାପନ ହେବ । ଏହା ସହ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଶେରଗଡ଼ ଓ ବ୍ରହ୍ମପୁର ଉପକଂଠ ଶିତଳାପଲ୍ଲୀଠାରେ ସାଧାରଣ ସଭାରେ ଯୋଗଦେବେ । ଏହି ଦୁଇ ସ୍ଥାନରେ ଅନେକ ମେଗା ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ ଆଲୋଚ୍ୟ ପ୍ରକଳ୍ପରେ ୨୭ ହଜାର କୋଟି ଟଙ୍କା ନିବେଶ ହେବ । ଏହା ମାଧ୍ୟମରେ ୪ ହଜାର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଅଭଡା ଗ୍ରୀନ୍ ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଏହାର ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    85 %
    2.3kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ