Tuesday, September 8, 2026
29.4 C
Odisha

    ପରିବର୍ତ୍ତନ ହେବନି ‘ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚାଲୁ ରହିବ ବିଜୁ ପଟ୍ଟନାୟକ କ୍ରିଡୀ ପୁରସ୍କାର’ ନାଁ । ଗଣମାଧ୍ୟମରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନାଁ ବଦଳିବା ନେଇ ବିଭିନ୍ନ ଗଣମାଧ୍ୟମରେ ଗୁଜବ ଉଠିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଁ ବଦଳିବା ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି, “ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନରେ ଦେଳା କରେନି । ଓଡିଶା ତଥା ଦେଶପାଇଁ ବିଜୁବାବୁଙ୍କ ଦାନ ଅତୁଳନୀୟ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଯେମିତି ଚାଲିଥିଲା , ସେମିତି ଚାଲିବ । ଆଜି ଗଣମାଧ୍ୟମରେ ଏପରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ