Thursday, August 6, 2026
24.9 C
Odisha

    ଲଗାଣ ବର୍ଷା: କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ

    ଆଗକୁ ପଢନ୍ତୁ

    ପୁରୀ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ତୁହାକୁ ତୁହା ବର୍ଷା ହେଉଛି। ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ  କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ପାଣି ଜମି ରହିଛି। ମନ୍ଦିର ପ୍ରଶାସନ  ପକ୍ଷରୁ ପମ୍ପସେଟ୍ ଲଗାଇ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.9 ° C
    24.9 °
    24.9 °
    91 %
    1.2kmh
    100 %
    Thu
    29 °
    Fri
    26 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ