Monday, October 5, 2026
21.7 C
Odisha

    ଜାଣନ୍ତୁ କେଉଁ ଦେଶ କେତେ ଧନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ -୧୦ ଅର୍ଥନୀତି ତାଲିକାରେ ରହିଛନ୍ତି। ଏନେଇ ଏକ ତାଲିକା ଫୋର୍ବସ୍ ଦ୍ୱାରା ପ୍ରକାଶ ପାଇଛି। ଜିଡିପି ଆଧାରରେ ଦେଶର ୧୦ଟି ବଡ ଅର୍ଥନୀତି ବିଷୟରେ ସୂଚନା ଦିଆଯାଇଛି । IMF ଦ୍ବାରା ୭ ଫେବୃଆରୀ ୨୦୨୪ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା, ଚୀନ୍, ଜାପାନ, ଜର୍ମାନୀ ଏବଂ ଭାରତର ନାମ ଶ୍ରେଷ୍ଠ -୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

    ଆମେରିକୀୟ – ୨୭,୯୭୪ ବିଲିୟନ ଡଲାର
    ଚୀନ୍ – ୧୮,୫୬୬ ବିଲିୟନ ଡ଼ଲାର୍
    ଜର୍ମାନୀ – ୪,୭୩୦ ବିଲିୟନ ଡଲାର
    ଜାପାନ – ୪,୨୯୧ ବିଲିୟନ ଡଲାର
    ଭାରତ – ୪,୧୧୨ ବିଲିୟନ ଡଲାର
    ବ୍ରିଟେନ – ୩,୫୯୨ ବିଲିୟନ ଡ଼ଲାର୍
    ଫ୍ରାନ୍ସ – ୩,୧୮୨ ବିଲିୟନ ଡ଼ଲାର
    ଇଟାଲୀ – ୨,୨୮୦ ବିଲିୟନ ଡ଼ଲାର୍
    ବ୍ରାଜିଲ – ୨,୨୭୨ ବିଲିୟନ ଡ଼ଲାର
    କାନାଡା – ୨,୨୪୨ ବିଲିୟନ ଡ଼ଲାର୍
    ୨୦୭୫ ସୁଦ୍ଧା ଅର୍ଥନୀତି ଦୃଷ୍ଟିରୁ ଭାରତ ଆମେରିକାଠାରୁ ଆଗରେ ରହିବ। ୨୦୭୫ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଏହା ବ୍ୟତୀତ କେବଳ ଚୀନ୍ ଭାରତଠାରୁ ଆଗରେ ରହିବ। ଆଇଏମ୍ଏଫ୍ ଆକଳନ ଅନୁଯାୟୀ ୨୦୨୭ ମସିହାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଏହି ସମୟରେ କେବଳ ଆମେରିକା ଏବଂ ଚୀନ୍ ଭାରତଠାରୁ ଆଗରେ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ