Saturday, October 3, 2026
29.5 C
Odisha

    ଲୋକଙ୍କ ସମସ୍ୟା ଶୁଣିଲେ ସୋଫିଆ

    ଆଗକୁ ପଢନ୍ତୁ

    ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିବେ। ମହାନଗର ନିଗମ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଲୋକଙ୍କ ଏହି ସମସ୍ୟା କିଭଳି ସମାଧନ ପାଇଁ ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ