Sunday, February 22, 2026
18.5 C
Odisha

    ପାରାଦୀପଠାରୁ ୫୬୦ କିମି ଦୂରରେ ବାତ୍ୟା ; ଘନୀଭୂତ ହୋଇ ଛୁଇଁବ ସ୍ଥଳଭାଗ

    ଆଗକୁ ପଢନ୍ତୁ

    ଆଜି ସକାଳ ପାଖାପାଖି ୫ଟା ସୁଦ୍ଧା ବାତ୍ୟାରେ ପରିଣତ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାତ୍ୟା ଏବେ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଥିବାବେଳେ , ପଶ୍ଚିମବଙ୍ଗ ସାଗରଦୀପଠାରୁ ୬୩୦ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ, ଏବଂ ବାଂଲାଦେଶ ଖେପୁପୁରାଠାରୁ ୬୬୦ କିଲୋମିଟର ଦୂରରେ ରହିଛି ।

    ଏବେ ବାତ୍ୟା ‘ଦାନା’ର ଗତିପଥ ଉତ୍ତର- ପଶ୍ଚିମ ଦିଗ ଆଡକୁ ରହିଛି । ଏହା କ୍ରମେ ଘନୀଭୂତ ହୋଇ ପଶ୍ଚିମବଙ୍ଗର ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏହା ଗତି କରି କାଲି ସକାଳ ସୁଦ୍ଧା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ । ଏହାପରେ ୨୪ ତାରିଖ ରାତିରେ ଏହା ପୁରୀ- ସାଗର ଦୀପ ଦେଇ ଗତି କରିବା ନେଇ ସୂଚନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.5 ° C
    18.5 °
    18.5 °
    41 %
    1kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ