Tuesday, September 8, 2026
31.1 C
Odisha

    ବିଜେପିର ବିଜୟ ପରେ ଦିଲ୍ଲୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଜୟର ଶ୍ରେୟ ଓଡ଼ିଶାବାସୀଙ୍କର, ଖୁବଶୀଘ୍ର ସରକାର ଗଢିବୁ

    ଆଗକୁ ପଢନ୍ତୁ

    ଓଡିଶାରେ ବିପୁଳ ବିଜୟ ପରେ ଦିଲ୍ଲୀ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ପହଁଚିବା ପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡିଶାବାସୀ ଆମ ଉପରେ କୃପା କରିଛନ୍ତି । ୨୧ଟି ଲୋକସଭା ଆସନ ଭିତରୁ ୨୦ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ବିଜୟ ଶ୍ରେୟ କେବଳ ଓଡିଶାବାସୀଙ୍କୁ ମିଳିବ । ରାଜ୍ୟରେ ସ୍ପଷ୍ଟ ବହୁମତ ମିଳିଥିବା ବେଳେ, ବିଜେପି ସରକାର ଗଢିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଶା ଲୋକଙ୍କର ଭରସା ରହିଥିଲା । ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦେବାକୁ ମୋଦୀ ଅପିଲ କରିଥିଲେ । ଯାହାକୁ ବିଶ୍ୱାସ କରି ବିଜେପିକୁ ଭରସିଛନ୍ତି ଓଡ଼ିଶାବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ