Wednesday, July 29, 2026
23.5 C
Odisha

    ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ । ପ୍ରଥମ ମ୍ୟାଚରେ ଆୟାରଲାଣ୍ଡ ସହ ମୁକାବିଲା । ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଆରମ୍ଭ

    ଆଗକୁ ପଢନ୍ତୁ

    ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ ‘ଏ’ରେ ପ୍ରଥମ ମ୍ୟାଚ୍ ଖେଳିବ । ଗତ ଜାନୁଅ।।ରୀ;ରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ ପାଇଁ ଏହା ଆଦୌ ଚିନ୍ତାର ବିଷୟ ନୁହେଁ । ଦଳର ସମସ୍ତ ଖେଳାଳି ୨ ମାସ ଧରି ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ବେଶ୍ ଉତ୍ସାହି ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    5.8kmh
    100 %
    Wed
    25 °
    Thu
    28 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ