Sunday, March 22, 2026
20.3 C
Odisha

    ଯଦି ଗୋଟିଏ ବୋତଲରେ ବାରମ୍ବାର ପାଣି ପିଅନ୍ତି, ତାହେଲେ ହୋଇପାରେ ଏହି ସମସ୍ୟା

    ଆଗକୁ ପଢନ୍ତୁ

    ଲୋକଙ୍କ ବର୍ତ୍ତମାନର ଖରାପ ଲାଷ୍ଟାଇ ଷ୍ଟାଇଲ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆମକୁ ପ୍ରତିଦିନର ଲାଇଫ୍‌ ଷ୍ଟାଇଲ ଉପରେ ଧ୍ୟାନ ଦେବେ ଉଚିତ । ସେହିପରିି ପାଣି ପିଇବା ଆମର ଦୈନିକ କାର୍ଯ୍ୟର ଏକ ସାଧାରଣ ଅଭ୍ୟାସ ଏବଂ ଯେହେତୁ ଆମେ ସମସ୍ତେ ଜାଣୁ ଯେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଅନେକ ଥର ଏପରି ହୋଇଥାଏ ଯେ ଆମେ ଗୋଟିଏ ଗ୍ଲାସରେ ଅନେକ ଥର ପାଣି ପିଇଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗ୍ଲାସରେ ବାରମ୍ବାର ପାଣି ପିଇବା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ ।

    ଆପଣମାନେ ତ ଜାଣିଥିବେ ଯେ ଆମ ଶରୀର ୭୦ ପ୍ରତିଶତ ଜଳରେ ଗଠିତ ହୋଇଥାଏ ଏବଂ ଏଭଳି ପରିସ୍ଥିତିରେ ଏହା ମଧ୍ୟ ଏକ ସତ୍ୟ ଯେ ପାଣି ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ ଏବଂ ଆମେ ପୂରା ଦିନ ସତେଜ ରହିଥାଉ ।

    ପ୍ରାୟତଃ ଲୋକମାନେ ଗୋଟିଏ ହିଁ ଗ୍ଲାସ କିମ୍ବା ବୋତଲରେ ଲୋକମାନେ ଅନେକ ଥର ପାଣି ପିଇଥାନ୍ତି । ଏହାର କାରଣ ନା କେବଳ ଲୋକଙ୍କ ଆଳସୁଆପଣ ବରଂ ଏହା ଅନେକ ଲୋକଙ୍କର ଅଭ୍ୟାସ ମଧ୍ୟ ହୋଇଥାଏ । ତେବେ ବହୁତ ଲୋକମାନେ ଏହା ଜାଣିନାହାନ୍ତି ଯେ ଗୋଟିଏ ପାତ୍ରରେ ବାରମ୍ବାର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

    କାରଣ ଗୋଟିଏ ଗ୍ଲାସରେ ବାରମ୍ବାର ପାଣି ପିଇବା ଦ୍ୱାରା ସେଥିରେ ଏକ ପ୍ରକାରର ଭାଇରସ ଜମା ହୋଇଥାନ୍ତି । ଏହିପରି ଭାବେ ଗୋଟିଏ ଗ୍ଲାସରେ ପାଣି ପିଇବା ଦ୍ୱାରା ସେହି ଭାଇରାସ ପେଟକୁ ଯାଇଥାଏ । ଯାହା ଫଳରେ ଆମ ଶରୀରରେ ବାନ୍ତି ଓ ପେଟ ସମ୍ଭନ୍ଧୀୟ ସମସ୍ୟା ବାହାରିବାକୁ ଲାଗିଥାଏ । କେବଳ ଏତିକି ନୁହେଁ ଥରେ ବ୍ୟବହାର କରିଥିବା ଗ୍ଲାସ ଯାହା ସମ୍ପୂର୍ଣ୍ଣ ପରିଷ୍କାର ଦେଖାଯାଏ ତାହା ଆମ ଶରୀରରେ ଗମ୍ଭୀର ରୋଗ ସୃଷ୍ଟି କରିପାରେ ।

    ଆମେମାନେ ଗ୍ଲାସକୁ ସାବୁନ ଏବଂ ପାଣିରେ ଭଲ ଭାବରେ ଧୋଇଥାଉ । ଏହା ସହ ଗ୍ଲାସର ଉପର ଅଂଶକୁ ଘଷିବା ଏବଂ ଧୋଇବା ଉଚିତ କାରଣ ଗ୍ଲାସର ଉପର ଅଂଶକୁ ଆମେ ଓଠରେ ଲଗାଇ ପାଣି ପିଇଥାଉ ଏବଂ ଏହି କାରଣରୁ ଆମ ଶରୀରର କିଛି ଜୀବାଣୁ ଗ୍ଲାସର ଉପର ଅଂଶରେ ଲାଗିଥାଏ ଯାହା ପରେ ସଂକ୍ରାମକ ଜୀବାଣୁ ରୂପେ ଗ୍ରହଣ କରିଥାଏ । ଏଥିପାଇଁ ଆପଣ ସମୟ ସମୟରେ ନିଜ ପିଇବା ପାଣି ବୋତଲକୁ ବଦଳାନ୍ତୁ । ସେହିପରି ଜଗ୍ କିମ୍ବା ପାତ୍ରକୁ ପ୍ରତିଦିନ ଥରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପାଣି ପିଇବା ପାଇଁ ଆପଣ ବ୍ୟବହାର କରୁଥିବା ସମସ୍ତ ବାସନକୁ ଏକ ସଫା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ