Wednesday, October 7, 2026
22.1 C
Odisha

    ଆମେରିକା ସେନା ଉପରେ ଡ୍ରୋନ୍‌ ଆକ୍ରମଣ: ୩ମୃତ, ୨୫ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକା ସେନା ଉପରେ ଡ୍ରୋନ୍‌ ଆକ୍ରମଣ । ଏହି ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା। । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ । ଦୀର୍ଘ ଦିନ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଆମେରିକୀୟ ସେନା ମାନଙ୍କୁ ଟାର୍ଗେଟ କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା ଆମେରିକା କହିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ