Friday, July 31, 2026
24.9 C
Odisha

    ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ ଘଟଣା । ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

    ଆଗକୁ ପଢନ୍ତୁ

    ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ଘଟଣା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଫଚ୍ୟୁନର କାର ଜବତ କରିଛି ଇଡି । ।ତେବେ ଜବତ କାରଟି ଲୁଲୁଙ୍କ ନାଁରେ ନାହିଁ । ବରଂ ଜବତ ହୋଇଥିବା କାରଟି ବିଲଡର ସଂସ୍ଥା ନାଁରେ ରହିଛି । ଏହି କାର କିଣାର ଛାନଭିନ୍ କରୁଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।ଗତକାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍ କରିଥିଲା ଇଡି । କଲେଜ ସହ ଘରେ ରେଡ୍ କରିଥିଲା ଇଡି । ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା । ଆଉ ଆଜି ପ୍ରଫୁଲ୍ଲଙ୍କ ପୁଅଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଏକ କାର ଜବତ କରିଛି ଇଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ