Thursday, October 1, 2026
22.7 C
Odisha

    ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ବଡ଼ଭାଇର ଜୀବନ, ସାନ ଗୁରୁତର

    ଆଗକୁ ପଢନ୍ତୁ

    ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗ୍ରାମରେ ଆଜି ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଗଣେଶ ଭସାଣି ସମୟରେ ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ବଡ଼ଭାଇର ମୃତ୍ୟୁ ହୋଇଥିବା ବେଳେ, ସାନ ଭାଇ ଗୁରୁତର ଥିବା ଜଣାଯାଇଛି। ମୃତକ ହେଲେ ବାବୁ ସ୍ୱାଇଁ ଓ ଆହତଜଣକ ଜିତୁ ସ୍ୱାଇଁ।

    ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେଣେ ଗୁରୁତର ଅବସ୍ଥାରେ ଜିତୁ ସ୍ୱାଇଁଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ