Tuesday, September 8, 2026
31.1 C
Odisha

    ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ରେଞ୍ଜ୍‌ରେ ହାତୀ ଶରୀରରେ ଖଞ୍ଜାଗଲା । ଏହା ଦ୍ୱାରା ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ । ଆଗାମୀ ଦିନରେ ସମସ୍ୟା ସୃଷ୍ଟିକାରୀ ହାତୀପଲଙ୍କ ପାଇଁ ବ୍ୟବହାର ହେବ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ