Saturday, July 27, 2024
24.8 C
Odisha

    ୪୦୦୦ଲୋକଙ୍କୁ ଖାଇବାକୁ ଦେଲେ ରାନୀପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:;ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଦର୍ସକଙ୍କ ପାଇଁ ଆୟୋଜନ ରପିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । ୫ ପୂର୍ବରୁ ଯେଉଁଠି ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେଇ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିଲା ‘ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ । ନାଟକର ୪ର୍ଥ ରାତିରେ ରାନୀପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗୁଛି । କିଏ ଟିକେଟ ପାଉଛି ତ କିଏ ମନ ଦୁଃଖରେ ଫେରିଯାଉଛି । ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସବୁଠୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ । ଦେଖିବାକୁଗଲେ, ଯାତ୍ରା ପାଇଁ ଟିକେଟ୍ ଅଗ୍ରିମ ବୁକିଂ ହେଇଯାଉଛି । ଅନେକ ଲୋକ ଫେରି ଆସୁଛନ୍ତି । କିଛି ଦର୍ଶକ କହୁଛନ୍ତି ଦୁଇଶହ ଟଙ୍କା ଦେଇ କିଛି ଲୋକ ଠିଆ ହୋଇ ଦେଖୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ