Wednesday, April 15, 2026
34.3 C
Odisha

    ରାଜ୍ୟରେ ପୁଣି ବଢିବ ତାପମାତ୍ରା

    ଆଗକୁ ପଢନ୍ତୁ

    ବଦଳିବ ପାଗ । ଉପରମୁହାଁ ହେବ ପାରଦ । ଫେରିବ ଗରମ ଓ ଗୁଳୁଗୁଳି । କାଳବୈଶାଖୀର ପ୍ରଭାବର ଗତ କିଛି ଦିନ ହେବ ତାତିରୁ ନିସ୍ତାର ମିଳିଥିବା ବେଳେ ପୁଣି ତାତି ଫେରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହ ବଢିବା ସହ ସମସ୍ତ ସହରରେ ପାରଦ ୩ରୁ ୪ଡିଗ୍ରୀ ବଢିପାରେ ।ଆଭ୍ୟନ୍ତରୀଣ ପଶ୍ମିମ ଓଡିଶାର କିଛି ଜାଗାରେ ପାରଦ ୪୦ ଡିଗ୍ରୀ ଛୁଇଁବା ନେଇ ପାଣି ପାଗ ବିଭାଗ ଆକଳନ କରିଛି । ୧୩ ତାରିଖ ପରଠୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିବା ସହ ଏହାର ପ୍ରଭାବରେ ତାପମାତ୍ରା ବଢିବ ।ସୁନ୍ଦରଗଡ.ରାଉରକେଲା, ବୈାଦ୍ଧ.ଓ ଟିଟିଲାଗଡରେ ତାତି ୪୦ ଡିଗ୍ରୀ ଛୁଇଁବ । ସମ୍ବଲପୁର ,ଅନୁଗୁଳ ,ଢେଙ୍କାନାଳ ,ଚାନ୍ଦବାଲି, ବାଲେଶ୍ୱର,ବାରିପଦାରେ ତାପମାତ୍ରୀ ୩୯ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ