Wednesday, April 8, 2026
36.5 C
Odisha

    ତେଜୁଛି କୃଷକ ଆନ୍ଦୋଳନ, ଦିଲ୍ଲୀ ସୀମା ପରି ସମ୍ବଲପୁରରେ ବି ଟ୍ରାକ୍ଟର ରାଲି

    ଆଗକୁ ପଢନ୍ତୁ

    ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି । ବରେଇପାଲି ମାର୍କେଟୟାର୍ଡରୁ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ ଚାଷୀ । ବରେଇପାଲିରୁ ରେମେଡ ଛକ ଦେଇ ଅଇଁଠାପାଲି ପହଞ୍ଚିିବା ପରେ ପୁଣି ବରେଇପାଲି ଫେରିଥିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ ଏହି ଟ୍ରାକ୍ଟର ରାଲି କରାଯାଇଛି । ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବିରେ ଏହି ରାଲି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ