Thursday, August 27, 2026
28.7 C
Odisha

    ସାପ କାମୁଡ଼ାରେ ଚାଲିଗଲା ବାପ ଝିଅଙ୍କ ଜୀବନ

    ଆଗକୁ ପଢନ୍ତୁ

    ବୌଦ୍ଧ : ସାପ କାମୁଡ଼ାରେ ଚାଲିଗଲା ବାପ-ଝିଅଙ୍କ ଜୀବନ । ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ବାପା ସୁଶାନ୍ତ କହଁର ଓ ଝିଅ ଲିଲି ଶୋଇଥିବାବେଳେ ଏକ ସାପ କାମୁଡ଼ି ଦେଇଥିଲା । ଦୁଇ ଜଣଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାପା-ଝିଅଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    83 %
    3.4kmh
    76 %
    Thu
    29 °
    Fri
    30 °
    Sat
    26 °
    Sun
    27 °
    Mon
    26 °

    ସମ୍ବନ୍ଧିତ