Tuesday, June 17, 2025
27.9 C
Odisha

    ଜୟପୁର ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ୨ ଦିନିଆ ରାଜକୀୟ ଭାରତୀୟ ଯାତ୍ରାରେ ଆସି ଜୟପୁରରେ ପହଞ୍ଚିଛନ୍ତି । ମେକ୍ରୋ ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ ।
    ଭାରତ ଯାତ୍ରାରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟଅତିଥି ଭାବେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମେକ୍ରୋଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ପ୍ରତିରକ୍ଷା, ସୁରକ୍ଷା,ବ୍ୟାପାର, ଜଳବାୟୁ ପରିବର୍ତ୍ତନ, ଶକ୍ତି ଭାରତୀୟ ଛାତ୍ର ଓ ପରିବାରକୁ ନେଇ ଆଲୋଚନା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    76 %
    2.9kmh
    100 %
    Tue
    28 °
    Wed
    26 °
    Thu
    30 °
    Fri
    33 °
    Sat
    34 °

    ସମ୍ବନ୍ଧିତ