Monday, September 8, 2025
23.5 C
Odisha

    ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଗୁପ୍ତ ସୁଡ଼ଙ୍ଗ ଥିଲେ କାନ୍ଥ ଭିତରେ କିଛି ରତ୍ନ କିମ୍ବା ମୂଲ୍ୟବାନ ସାମଗ୍ରୀ ଥିଲେ ସରକାର ପରବର୍ତ୍ତୀ ନିଷ୍ପତି ନେବେ ।ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯଦି କିଛି ନଥିବା ରିପୋର୍ଟ ଆସେ, ତେବେ ଏଏସଆଇ ଟିମ୍ ମରାମତି କାର୍ଯ୍ୟ ଆରମ୍ଭ କରିବେ । ମରାମତି ପରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ରତ୍ନ । ଗଣତି ମଣତି ଆରମ୍ଭ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    91 %
    0.7kmh
    99 %
    Mon
    30 °
    Tue
    32 °
    Wed
    32 °
    Thu
    32 °
    Fri
    30 °

    ସମ୍ବନ୍ଧିତ