Thursday, April 2, 2026
25.4 C
Odisha

    ଘି-କୁଆଁରୀର ଅଧିକ ଉପଯୋଗ ହୋଇପାରେ କ୍ଷତିକାରକ

    ଆଗକୁ ପଢନ୍ତୁ

    ଘିକୁଆଁରୀ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଘିକୁଆଁରୀକୁ ସୀମିତ ମାତ୍ରାରେ ଉପଯୋଗ କଲେ ଖୁବ୍ ଲାଭ ମିଳିଥାଏ। କିନ୍ତୁ ଆବଶ୍ୟକତାରୁ ଅଧିକ ଉପଯୋଗ କଲେ ଏହା ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଘିକୁଆଁରୀକୁ ଅଧିକ ବ୍ୟବହାର କଲେ କ’ଣ କ୍ଷତି ଘଟିଥାଏ।
    * ଘିକୁଆଁରୀକୁ ଅଧିକ ମାତ୍ରାରେ ସେବନ କଲେ ପେଟଜନିତ ସମସ୍ୟା ହୋଇପାରେ। ଏହାର ଉପଯୋଗ ସୀମିତ ମାତ୍ରାରେ କରିବା ଉଚିତ।
    * ତ୍ୱଚାର ସୌନ୍ଦର୍ଯ୍ୟକରଣ ଲାଗି ଘିକୁଆଁରୀ ଖୁବ୍ ଲାଭଦାୟୀ ହୋଇଥାଏ। କିନ୍ତୁ ଅଧିକ ଲଗାଇଲେ ତ୍ୱଚା ଶୁଷ୍କ ହେବା ସହ ଛୋଟ ଛୋଟ ଦାନା ବାହାରିଥାଏ।
    *ମଧୁମେହ ରୋଗୀଙ୍କ ପାଇଁ ଘିକୁଆଁରୀ ଜୁସ୍ ଭଲ ହୋଇନଥାଏ। ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରନ୍ତୁ ନାହିଁ।
    * ଘିକୁଆଁରୀ ଅଧିକ ଉପଯୋଗ କଲେ ଯକୃତ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ