Thursday, October 22, 2026
30.1 C
Odisha

    ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା

    ଆଗକୁ ପଢନ୍ତୁ

    ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା । ଭିଡ଼ ଜମିବା ସହ ବଟମ ଦବାଇ ନିକଟରୁ ଭୋଟ୍ ଦାନ ସମ୍ପର୍କରେ ଜ୍ଞାନ ଆହରୋଣ କରୁଛନ୍ତି ଭୋଟର । ଇଭିଏମ ମେସିନକୁ ନେଇ ରାଜନୈତିକ ଦଳ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ ଏହାର ଉତର ଦେବାକୁ ଯାଇ ନିର୍ବାଚନ କମିସନର ଏବେ ଏହି ମେସିନକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚି ସଚେତନ କରୁଛନ୍ତି । ଗାଁରେ ଏହି ମେସିନକୁ ଦେଖିବାକୁ ଭିଡ଼ ଜମୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ