Monday, October 19, 2026
21.9 C
Odisha

    ଝିଆ ମାନେ ରାତିରେ ଇଣ୍ଟରନେଟରେ ସବୁଠୁ ଅଧିକ କେଉଁ ଜିନିଷ ସର୍ଚ କରନ୍ତି

    ଆଗକୁ ପଢନ୍ତୁ

    ଆଧୁନିକ ଯୁଗରେ ସମସ୍ତ ଅଧିକରୁ ଅଧିକ ମୋବାଇଇଲ ବ୍ୟବହାର କରିବାକୁ ପସନ୍ଦ କରନ୍ତି. । କେବଳ ମୋବାଇଲେରେ କୌଣସି କାମ ନୁହେଁ, ଏବେର ଯୁବ ପିଢିଙ୍କୁ ଆବଶ୍ୟକ ହାଇ ସ୍ପିଡ ଇଣ୍ଟରନ୍ଟ ସେବା । ଏହି ଆଧୁନିକ ଯୁଗରେ ସମସ୍ତେ ଇଣ୍ଟରନେଟ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ୍ ମାଧ୍ୟମରେ ସବୁ ଛୋଟ ବଡ କଥା ଆମେ ଆତି ସହଜରେ ଜାଣିପାରୁଛେ । ଇଣ୍ଟରନେଟ ଆଜିର ଯୁବ ପିଢିଙ୍କ ଜୀବନରେ ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍କ ହୋଇଗଲାଣି । ସେ ରାତି ହେଉ ବା ଦିନ ଇଣ୍ଟରନେଟ ବ୍ୟବହାର କରୁଥିବା ବ୍ୟକ୍ତି ସବୁବେଳେ ଇଣ୍ଟରନେଟ ବ୍ୟବହାର କରିଥାଏ । କଣ ଆପଣ ଜାଣନ୍ତି, ଭାରତରେ 60 ରୁ 70 ପ୍ରତିଶତ ଝିଅ ଏବେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଝିଅମାନେ ଇଣ୍ଟରନେଟର ଅଧିକ ବ୍ୟବହାର କଣ ପାଇଁ କରନ୍ତି । ଜାଣିନାହାନ୍ତି ନା, ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବାକୁ ଜାଉଛୁ, ଜାହା ଜାଣିଲେ ଆପଣ ଆଶ୍ଚଯ୍ୟ ନିଶ୍ଚିନ୍ତ ହେବେ । ସବୁ ଝିଅ ଚାହାନ୍ତି କି ସେ କେମିତି ଅନ୍ୟ ଝିଅଟୁ ଅଧିକ ସୁନ୍ଦର ଦେଖାଯିବେ, ତେଣୁ ସର୍ବ ପ୍ରଥମେ ଝିଅମାନେ ଇଣ୍ଟରନେଟରେ ବିୟୁଟି ରିଲେଟେଡ ଟିପ୍ସ ଅଧିକ ମାତ୍ରାରେ ସର୍ଚ କରନ୍ତି, ତା ସହିତ ଝିଅମାନେ ପୁଅଙ୍କଠୁ ଆଧିକ ସେସିଆଲ ମିଡିଆ ବ୍ୟବହାର କରିଥାନ୍ତି ।

    ଗୁଗୁଲର ସର୍ଚ ଇଞ୍ଜନ ଅନୁଯାୟୀ ବିୟୁଟି ଟିପ୍ସ ପରେ, ଝିଅମାନେ ଅଧିକ ସର୍ଚ କରୁଥବା ଜିନିଷଟି ହେଉଠି ମେହେନ୍ଦି ଡିଜାଇନ, ଗୋଟିଏ ଭଲ ଏବଂ ସୁନ୍ଦର ମେହେନ୍ଦି ଡିଜାଇନ ପାଇବା ପାଇଁ ଗୋଟେ ସାଧାରଣ ଝିଅ ଇଣ୍ଟରନେଟରେ ପାଖା ପାଖି 15 ମିନିଟ ସର୍ଚ କରିଥାଏ । ଝିଅମାନେ ଅନଲାଇନ ସପିଙ୍ଗ ସାଇଟକୁ ଯାଇ ବିଭିନ୍ନ ଡିଜାଇନର ନୁଆ ଡ୍ରେସ ସହିତ, ନୁଆ କାନ ଫଉଲ ବିଭିନ୍ନ ସଜା ସଜି ଜିନିଷ ଦେଖିବାକୁ ପସନ୍ଦ କରନ୍ତି । ତା ସହିତ ସେମାନେ ଅଧିକରୁ ଅଧିକ ସାଢିର ଡିଜାଇନ ଦେଖିଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ