Monday, October 19, 2026
21.9 C
Odisha

    ହାତର ଏହି ରେଖାରୁ ଜାଣନ୍ତୁ, କେଉଁ ବୟସରେ ଆପଣଙ୍କର ହେବ ବିବାହ

    ଆଗକୁ ପଢନ୍ତୁ

    ଆଜିକାଲି ଲୋକଙ୍କୁ ନିଜର ଭବିଷ୍ଯ ବିଷୟରେ ଜାଣିବାର ବହୁତ ଆଗ୍ରହ ରହିଥାଏ। ଏପରିକି ନିଜର ଭାଗ୍ଯ ଏବଂ ଭବିଷ୍ଯ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇଥାନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ ବିବାହ ବିଷୟରେ ଜାଣିବା ପାଇଁ ଇଛୁକ ରହିଛନ୍ତି ତେବେ ଆଜି ଆମେ ତାହା ବିଷୟରେ କହିବାକୁ ଯାଉଛୁ। କେଉଁ ବୟସରେ ଆପଣଙ୍କର ବିବାହ ହେବ ତାହା ବିଷୟରେ କହିବ ଆପଣଙ୍କ ହାତର ଏହି ରେଖା।

    -ତେବେ ଗଠନ ହିସାବରେ ସମସ୍ତଙ୍କ ହାତର ରେଖା ମଧ୍ୟ ଭିନ୍ନଭିନ୍ନ ହୋଇଥାଏ। କହିବାକୁ ଗଲେ ସମସ୍ତଙ୍କ ଭାଗ୍ଯ ଅଲଗା ରହିଥାଏ। ଏବେ ଫଟୋରେ ଦେଖାଯାଉଥିବା ସ୍ଥାନରେ ଥିବା ଗାରରୁ ଆପଣଙ୍କ ବିବାହ ବୟସ ଆପଣ ଜାଣି ପାରିବେ। ଯଦି ସେହି ସ୍ଥାନରେ ଯଦି ଗୋଟିଏ ଗାର ରହିଥାଏ ତେବେ ଆପଣଙ୍କ ବିବାହ ୨୫ ବର୍ଷ ଅଥବା ତାହା ମଧ୍ୟରେ ହେବାର ସମ୍ଭାବନା ରହିଥାଏ।
    ସେହିପରି ଯଦି ସେହି ସ୍ଥାନରେ ଦୁଇଟି ଗାର ରହିଥାଏ ତେବେ ଆପଣଙ୍କ ବିବାହ ୨୮ବର୍ଷ ଅଥବା ତାପରେ ବିବାହ କରିବେ।

    -ଯେଉଁବ୍ଯକ୍ତିଙ୍କ ହାତରେ ତିନୋଟି ଗାର ରହିଛି ସେମାନଙ୍କର ବିବାହ ୩୦ ଅଥବା ତାପରେ ହେବାର ସମ୍ଭାବନା ରହିଥାଏ।

    -ଏହି ରେଖା ପାଖରେ ଯଦି କୌଣସି ମହିଳାଙ୍କର ଦୀପ ଚିହ୍ନ ରହିଥାଏ ତେବେ ତାଙ୍କ ସହ ବିବାହ ସମ୍ଭନ୍ଧୀୟ ବିଶ୍ବାସଘାତକତା ହେବାର ସମ୍ଭାବନା ରହିଥାଏ। ଏହାଛଡ଼ା ବିବାହ ରେଖାରେ ଯାହାର କଟାଛଡ଼ା ଗାର ଅଧିକ ରହିଥାଏ ତେବେ ତାଙ୍କର ବିବାହରେ ଅଧିକ ଅସୁବିଧା ଦେଖାଯାଇଥାଏ। ଏପରିକି ବିବାହ ଭାଙ୍କିବାର ମଧ୍ୟ ସମ୍ବାବନା ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ