Monday, March 30, 2026
27.4 C
Odisha

    ଅସହିଷ୍ଣୁ ହୋଇ ବିରୋଧୀ ଗୃହ ଚଳାଇବାକୁ ଦେଉନାହାନ୍ତି: ଟଙ୍କଧର ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଦୁଇ ଦୁଇ ଥର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମେ ଏହାକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ହେଲେ ପୁଣି ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଟଙ୍କଧର ତ୍ରିପାଠୀ କହିଛନ୍ତି, ଦୀର୍ଘ ୨୪ ବର୍ଷର ସରକାରରେ ବିରୋଧୀ ଯେଉଁ କାମ କରିପାରିନଥିଲେ, ମାତ୍ର ମାସକରେ ମୋହନ ସରକାର ସେ କାମ କରିଦେଖାଇଛନ୍ତି । ସେଥିପାଇଁ ଅସହିଷ୍ଣୁ ହୋଇ ଅସହିଷ୍ଣୁତାର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ବିରୋଧୀ। ବିରୋଧୀ ଗୃହ ଚଳାଇବାକୁ ଦେଉନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ