Friday, April 3, 2026
36.1 C
Odisha

    ଶ୍ରାବଣ ସୋମବାର ପାଇଁ କପିଳାସ ଚଳଚଞ୍ଚଳ

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାରରେ ଢ଼େଙ୍କାନାଳ ଜିଲ୍ଲା କପିଳାସ ଚଳଚଞ୍ଚଳ ହୋଇପଡିଛି । ଆସନ୍ତାକାଲି ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳ ଲାଗି କରିବା ପାଇଁ ବିଭିନ୍ନ ସ୍ଥାନରୁ କାଉଡ଼ିଆ ମାନେ କପିଳାସରେ ପହଞ୍ଚୁ ଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ସେହିଭଳି ଜିଲ୍ଲାର ପ୍ରତ୍ୟେକ ଶୈବପୀଠକୁ ପଲିଥିନ ମୁକ୍ତ କରାଇବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କପିଳାସରେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଓ ବନ ବିଭାଗ ମିଳିତ ଭାବେ ଦୋକାନକୁ ଦୋକାନ ବୁଲି ସଚେତନତା କରାଉଥିବା ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ