Sunday, October 11, 2026
22.8 C
Odisha

    ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ ଶ୍ରୀ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡ ପାଠରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ସାଇଟରେ କହିଥିଲେ ଯେ, ସମସ୍ତଙ୍କ ସୁଖ, ଶାନ୍ତି ଏବଂ ପ୍ରଗତି ପାଇଁ ଏଏପି ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ସୁନ୍ଦରକାଣ୍ଡ ପାଠ କରିବାର ଆୟୋଜନ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ