Monday, April 6, 2026
35.2 C
Odisha

    କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍

    ଆଗକୁ ପଢନ୍ତୁ

    ବହୁ ବାଦ ବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ । ଘରୋଇ ବସ ଓ ଭଡ଼ା ଅଟୋ ଛାଡି ସରକାରୀ ବସରେ ଚଢିଲେ ଗାଁ ଲୋକେ । ପୂର୍ବରୁ ଘରୋଇ ବସରେ ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ଲକ୍ଷ୍ମୀ ବସରେ କମ୍ ଟଙ୍କାରେ ଆରାମଦାୟକ ଯାତ୍ରା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳୁଥିବା ଯାତ୍ରୀମାନେ କହିଛନ୍ତି । ଅନ୍ୟପଟେ କୋରାପୁଟରେ ଲକ୍ଷ୍ମୀ ବସ ଗଡିବାକୁ ନେଇ ପ୍ରତିକ୍ରିୟା ରଖିଛି ଘରୋଇ ବସ ମାଲିକ ସଂଘ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ