ଭୁବନେଶ୍ବର: ରାଜ୍ୟ ସରକାର ଆଇନ୍ କମିସନ ଗଠନ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠନ କରାଯାଇଛି। ଓଡ଼ିଶା ଲ’ କମିସନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି।