Sunday, October 4, 2026
28.6 C
Odisha

    କଲରାପତରିଆ ବାଘର ମୃତଦେହ ଠାବ

    ଆଗକୁ ପଢନ୍ତୁ

    ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ଗୋଟିଏ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ମିଣ୍ଡୋଳ ଗାଁ ମଠ ନିକଟ କାଜୁ ପଡ଼ିଆ ପରିସରରେ ବାଘର ମୃତଦେହ ପଡ଼ିଛି। ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ ବନ ବିଭାଗର କୌଉଣସି ପ୍ରତିକ୍ରିୟା ମିଳିପାରିନାହିଁ।

    ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କେତେଜଣ ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି। ୬ ନଭେମ୍ବର ୨୦୨୨ରେ କିଶୋରନଗର ବ୍ଲକର ଫୁଲଝରି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଥିଲା।ସେହିପରି ୧୮ ଡିସେମ୍ବର ୨୦୨୧ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ଏକ ବିଲରେ କଲରାପତରିଆ ବାଘର ମୃତଦେହ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ