Tuesday, March 3, 2026
19.4 C
Odisha

    ନୂଆ ବର୍ଷରେ ନନ୍ଦନକାନନକୁ ଦୁବାଇରୁ ଆସିବେ ଚିତା ବାଘ, ଧଳା ସିଂହ ଛୁଆ

    ଆଗକୁ ପଢନ୍ତୁ

    ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ ଚିତାବାଘ ଅଣାଯିବା ଲାଗି ଯୋଜନା ହୋଇଛି । ଜାନୁଆରୀରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତିି ହୋଇଛି । ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ । ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡ଼ିପାରେ । ସେହିଭଳି ପୁନେ ଚିଡ଼ିଆଖାନାରୁ ନନ୍ଦନକାନନକୁ ଜିରଫା ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି । ୨୦୧୨ ମସିହାରେ ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ଖୁସି ଏବେ ନନ୍ଦନକାନନରେ ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    33 %
    1.5kmh
    7 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ