Thursday, July 30, 2026
23.7 C
Odisha

    ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ । ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମଜିକ ସ୍ୱୀକୃତି ନମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡିିଛି । ଯୁବକ ଜଣକ ପୂଜାରୀଗୁଡା ପମ୍ପ ହାଉସରେ କାମ କରୁଥିବା ବେଳେ ଯୁବତୀ ଜଣକ ନିକଟ କୁର୍ସୀ ଗାଁର ବୋଲି ଜଣାପଡିଛି । ଉଭୟ ପ୍ରେମ କରୁଥିବା ବେଳେ ସମାଜ ସାଜିଥିଲା ପ୍ରତିବନ୍ଧକ । ପରିବାର ବିରୋଧ କରିବାରୁ ଭୟରେ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚିି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    1.7kmh
    100 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ