Friday, March 20, 2026
21.4 C
Odisha

    ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଜିତିଲେ ବ୍ରୋଞ୍ଜ

    ଆଗକୁ ପଢନ୍ତୁ

    ଭାରତ ପାଇଁ ଖୁସି ଖବର । ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂରେ ମନୁ ଭାକରଙ୍କୁ ବଡ ସଫଳତା । ପ୍ରଥମ ପଦକ ହାସଲ କରିଛନ୍ତି ମନୁ ଭାକର । ସୁଟିଂରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମନୁ ଭାକର । ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ମଡେଲ ହାସଲ କରିଛନ୍ତି ମନୁ ।

    ତେବେ ମନୁ ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ମନୁ ଭାକର । ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିବା ମନୁ ଭାକରଙ୍କ ଉପରେ ରହିଥିଲା ସାରା ଭାରତର ନଜର। ୨୨ ବର୍ଷୀୟା ମନୁ କ୍ବାଲିଫିକେସନରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଥିଲେ। ଏଥିସହ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ହାସଲ କରି ଦେଶ ପାଇଁ ସାଜିଛନ୍ତି ଗର୍ବ ଓ ଗୌରବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    60 %
    0.9kmh
    100 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ