Sunday, October 18, 2026
24.8 C
Odisha

    ଏଭରେଷ୍ଟ ଓ ଏମଡିଏଚ୍‌ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଏଭରେଷ୍ଟ ଏବଂ ଏମଡିଏଚ୍‌ର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥିରେ ଇଥାଇଲିନ ଅକ୍ସାଇଡର ସ୍ତର କେତେ ରହିଛି ବୋଲି ପରୀକ୍ଷା ଆରମ୍ଭ ‌ହେଉଛି ବୋଲି ଜଣେ ଅଧିକାରୀ ଏଏନ୍‌ଆଇକୁ ନିଶ୍ଚିତ କରିଛନ୍ତି। ଉତ୍ପାଦଗୁଡିକରେ ଉଚ୍ଚ ସ୍ତରର ଇଥାଇଲିନ ଅକ୍ସାଇଡ ବିଷୟରେ ଖବର ପାଇବା ପରେ ନେପାଳ ଏହି ଦୁଇଟି ମସଲା ବ୍ରାଣ୍ଡ ଉପରେ ପ୍ରତିବନ୍ଧକ ଲଗାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ