Sunday, October 18, 2026
23.2 C
Odisha

    ଜୁନ୍‌ ୬ରେ ଶେଷ ମ୍ୟାଚ୍‌ ଖେଳିବେ ସୁନୀଲ ଛେତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଜୁନ୍‌ ୬ ତାରିଖରେ କୁଏତ୍‌ ବିପକ୍ଷରେ ଭାରତର ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ତାଙ୍କର ଶେଷ ମ୍ୟାଚ୍‌ ହେବ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଅବସର ଘୋଷଣା କରିବା ଅବସରରେ ଛେତ୍ରୀ କହିଛନ୍ତି, ‘‘ମୁଁ କ୍ଲାନ୍ତ ହୋଇ ନାହିଁ କିମ୍ବା କିଛି ଭାବିକି ଏହା କରୁନି। ଯେତେ‌ବେଳେ ମୋ ମନଭିତରୁ ଆସିଲା ଯେ, ଏହା ମୋର ଶେ‌ଷ ମ୍ୟାଚ୍‌ ହେବା ଉଚିତ। ବହୁତ ଚିନ୍ତା କରିଥିଲି ଓ ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଥିଲି।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ