Monday, November 24, 2025
20.3 C
Odisha

    ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ପୂରଣ ହେଲା ଯାଜପୁରବାସୀଙ୍କ ସ୍ବପ୍ନ । ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ । ଚଳିତବର୍ଷ ୫୦ ସିଟରେ ହେବ ନାମଲେଖା । ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ଦେଇଛନ୍ତି ମଞ୍ଜୁରୀ । ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ସରକାର ଉଦ୍ୟମ କରୁଥିଲା । ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ବିଜେଡି କରୁଥିଲା ପ୍ରୟାସ । ତେବେ ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି କହିଛନ୍ତି ନବୀନ । ଅନ୍ୟ ନୂଆ ମେଡିକାଲ କଲେଜ ପରି ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିବା କଥା । ତେବେ କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି କହିଛନ୍ତି ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20.3 ° C
    20.3 °
    20.3 °
    60 %
    0.6kmh
    66 %
    Mon
    20 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ