Sunday, September 13, 2026
24 C
Odisha

    ରାଜଧାନୀରେ ମୃଦୁ ଭୂମିକମ୍ପ ନେଇ ଚର୍ଚ୍ଚା, କୌଣସି କ୍ଷୟକ୍ଷତିର ସୂଚନା ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନରେ ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ ବଡ଼ ଶବ୍ଦ ହୋଇଥିବା ବେଳେ ଆଉ କେହି କେହି ଝଟକା ଅନୁଭବ କରିଥିବା କହୁଛନ୍ତି। ତେବେ ସେସମୋଲୋଜି ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ।
    ତେଣେଏଥିରେ କୌଣସି କ୍ଷୟକ୍ଷତିର ବି ସୂଚନା ନାହିଁ। ଏପରିକି ଏହି ମୃଦୁ ଭୂମିକମ୍ପର ତୀବ୍ରତା କେତେ ଥିଲା ଓ ଏହାର କେନ୍ଦ୍ରସ୍ଥଳ କେଉଁଠି ଥିଲା ତାରସୂଚନାକୁ ଅପେକ୍ଷା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    94 %
    1.1kmh
    65 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ