Tuesday, October 27, 2026
22.4 C
Odisha

    ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି: ମନ୍ତ୍ରୀ ରବିନାରାୟଣ ନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି। ପୂର୍ବ ସରକାର ଗଣତନ୍ତ୍ରକୁ ନଷ୍ଟ କରିଥିଲେ। ସେହି ସମୟରେ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥି‌ଲେ, ଚୌକି ପକାଉଥିଲେ। ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଚାୟତରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ। ବିଜେଡିର ସଚିବାଳୟ ଘେରାଉ ପ୍ରସଙ୍ଗରେ ଏଭଳି କଡ଼ା ଟିପ୍ପଣୀ ଦେଇ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ବିଜେଡି କ’ଣ କରିଛି, ତାହା ଓଡ଼ିଶାବାସୀ ଜାଣିଛନ୍ତି। କେବଳ ଲୋକଙ୍କୁ ଠକୁଥିଲେ। ସେ ଆହୁରି କହିଛନ୍ତି, ୨ ମାସ ଭିତରେ ସରିବ ଆବାସ ସର୍ଭେ କାମ। ଏଥିରୁ ବଞ୍ଚିତ ଲୋକଙ୍କୁ ଆବାସ ଯୋଗାଇଦେବା ଲାଗି ସରକାର ଯୋଜନା କରିଛନ୍ତି। ଏଥିରୁ କେହି ବାଦ୍ ପଡ଼ିବେନି। ଏଥିଲାଗି ଗ୍ରାମସଭା ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଆବାସ ସର୍ଭେ କାମ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.4 ° C
    22.4 °
    22.4 °
    94 %
    2.7kmh
    100 %
    Tue
    22 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ