Saturday, March 21, 2026
19.7 C
Odisha

    ମେଣ୍ଟକୁ ନେଇ ନାହିଁ କୌଣସି ଦ୍ୱନ୍ଦ୍ୱ: ଜୁଏଲ ଓରାମ

    ଆଗକୁ ପଢନ୍ତୁ

    ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ । କହିଲେ, ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ର ଯାହା ନିଷ୍ପତି ନେବ ସେହି ଅନୁଯାୟୀ ହେବ । ଏଥର ପ୍ରାର୍ଥୀ ତାଲିକାରେ ନିଶ୍ଚିତ ଓଡ଼ିଶା ରହିବ ବୋଲି କହିଛନ୍ତି ଜୁଏଲ ଓରାମ । ଏହା ସହ ଜୁଏଲ ଓରାମ କହିଛନ୍ତି, ଆଜି ଦିଲ୍ଲୀରେ ରହିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ଏଥିରେ ରାଜ୍ୟ ନେତୃତ୍ୱ ଭାଗ ନେଇ ପାରନ୍ତି । ଦିଲ୍ଲୀରୁ ଡାକରା ପରେ ରାଜ୍ୟ ନେତୃତ୍ୱ ଦିଲ୍ଲୀରେ ଗସ୍ତରେ ଅଛନ୍ତି ବୋଲି କହିଛନ୍ତି ଜୁଏଲ ଓରାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ