Tuesday, December 16, 2025
18.8 C
Odisha

    ବିଜେପି କର୍ମୀଙ୍କୁ ଭୁଜାଲିରେ ହତ୍ୟା

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃତ ଯୁବକ ଜଣକ ସରସରା ହାଇସ୍କୁଲ ପଡ଼ାର ୩୫ ବର୍ଷୀୟ ବିଶ୍ଵନାଥ ମିର୍ଦ୍ଧା । ବିଶ୍ଵନାଥ ମିର୍ଦ୍ଧା ଜଣେ ଅଟୋ ଚାଳକ । ଭୋଟ ଚାଲିଥିବା ବେଳେ ସରସରା ଗାଁ ମୁଣ୍ଡ ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    49 %
    1.3kmh
    7 %
    Tue
    18 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ