Friday, June 26, 2026
26.3 C
Odisha

    ବାତ୍ୟା ପାଇଁ ଦୁଇଦିନ ବନ୍ଦ ରହିବ ନନ୍ଦନକାନନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ନନ୍ଦନକାନନ ଅକ୍ଟୋବର ୨୩ ଓ ୨୪ ତାରିଖରେ ବନ୍ଦ ରହିବ । ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.3 ° C
    26.3 °
    26.3 °
    80 %
    0.7kmh
    43 %
    Fri
    37 °
    Sat
    38 °
    Sun
    37 °
    Mon
    38 °
    Tue
    33 °

    ସମ୍ବନ୍ଧିତ