Thursday, July 16, 2026
25.9 C
Odisha

    ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶାରେ ବଢିବ ପବନର ବେଗ

    ଆଗକୁ ପଢନ୍ତୁ

    ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶାରେ ପବନରେ ବେଗ ବଢିବ । କେନ୍ଦ୍ରାପଡ଼ା , ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ । ମୟୂରଭଞ୍ଜରେ ତୀବ୍ରତା ୮୦ରୁ ୧୦୦ କିଲୋମିଟର ରହିପାରେ । ଯାଜପୁର, କଟକ, ଜଗତସିଂହପୁର ଜିଲ୍ଲାରେ ‘ଦାନା’ ଝଡ଼ର ତୀବ୍ରତା ୬୦ରୁ ୮୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ ।

    ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପବନର ବେଘ ୬୦ରୁ ୮୦ ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ସମ୍ୱଲପୁର ଓ ଦେବଗଡ଼ ଜିଲ୍ଲାରେ ପବନର ବେଗ ରହିବ ୪୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    85 %
    3.5kmh
    99 %
    Thu
    25 °
    Fri
    24 °
    Sat
    29 °
    Sun
    25 °
    Mon
    30 °

    ସମ୍ବନ୍ଧିତ