Monday, October 26, 2026
20.1 C
Odisha

    ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ

    ଆଗକୁ ପଢନ୍ତୁ

    ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ ଅଭିଯୋଗ । କଂଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ ପୁତ୍ର ନିଖୋଜ ହୋଇଯାଇଛି । ମେଡିକାଲରୁ ଛୁଆ ଚୋରୀ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏସଏନସିୟୁରେ ଶିଶୁଟି ଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏନଏନସିୟୁ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ରହିଥିବା କହିଛନ୍ତି ଅଧୀକ୍ଷକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ