Thursday, July 23, 2026
23.7 C
Odisha

    ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ : ୪ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ପୁରୀ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ବିରୋଧୀଦଳଙ୍କ ବାରମ୍ବାର ଦାବି ଓ ହାଇକୋର୍ଟଙ୍କ ବୟାନ ପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ନିଯୁକ୍ତ ହେବେ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ । ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ଅବଗତ କରାଇଛନ୍ତି । ଏନେଇ ଆଗାମୀ ୪ ସପ୍ତାହ ପରେ ହାଇକୋର୍ଟରେ ଶୁଣାଣି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    90 %
    2.2kmh
    100 %
    Wed
    24 °
    Thu
    29 °
    Fri
    28 °
    Sat
    29 °
    Sun
    31 °

    ସମ୍ବନ୍ଧିତ