Saturday, October 3, 2026
30.8 C
Odisha

    ଓଡ଼ିଆ ଝିଅଙ୍କ ବାଜିମାତ, ମିସ୍ ଇଣ୍ଡିଆ ପ୍ରତିଯୋଗିତାର ମୁକୁଟ ବିଜୟିନୀ ଅୟନା

    ଆଗକୁ ପଢନ୍ତୁ

    ସର୍ବଭାରତୀୟ ସ୍ତରରେ ଆମ ଓଡ଼ିଆ ଝିଅଙ୍କ ବାଜିମାତ। ମିଶନ ଡ୍ରୀମସ୍ ପକ୍ଷରୁ ମିସ୍ ଇଣ୍ଡିଆ ପ୍ରତିଯୋଗିତା କଲିକତାର ଇକୋପାର୍କରେ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଯାଇଅଛି ।ଏଥିରେ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୧୦୦ ପ୍ରତିଯୋଗୀ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ଆମ ଓଡ଼ିଆ ଝିଅ ଅୟନା ରାଉତରାୟ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ମୁକୁଟ ବିଜୟିନୀ ହୋଇ ଓଡ଼ିଶାର ଗୌରବ ବଢାଇ ପାରିଛନ୍ତି ।  ଏହି ପ୍ରତିଯୋଗିତାରେ ୧୦ଟି ରାଉଣ୍ଡ ଥିଲା  ।  ସେଥିମଧ୍ୟରୁ ଅୟନା “ଡିଭାଇନ ବିୟୁଟି ଓ ବିୟୁଟି ଉଇଥି କଜ୍”ଆଉ ଦୁଇଟି ମୁକୁଟ ଓ ସାସ ପାଇପାରିଛନ୍ତି । ସେ ସମ୍ ଅଲ୍ଟିମେଟର ସି ଏଫ୍ ଓ ଉଦୟଭାନୁ ରାଉତରାୟ ଓ ଜ୍ୟୋତିର୍ମୟୀ ମହାପାତ୍ରଙ୍କ ସୁକନ୍ୟା ଅଟନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ