Sunday, June 8, 2025
27.4 C
Odisha

୬ ଓଏଏସ ଅଫିସରଙ୍କୁ ବଦଳି ପରେ ମନ୍ତ୍ରୀଙ୍କ ପିଏସ ଏବଂ ଓଏସଡି ଭାବେ ନିଯୁକ୍ତି ଦେଲେ ସରକାର

ଆଗକୁ ପଢନ୍ତୁ

ସରକାର ଆଜି ୬ ଓଏଏସ୍‌ ଅଫିସରଙ୍କୁ ବଦଳି କରି ବିଭିନ୍ନ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ (ପିଏସ୍‌) ଅଫିସର ଅନ୍‌ ସ୍ପେସାଲ ଡ୍ୟୁଟି (ଓଏସଡି) ଭାବେ ନି ଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁ ଯାୟୀ, କେନ୍ଦ୍ରାପଡା ଏଡିଏମ ପିତାମ୍ବର ସାମଲଙ୍କୁ ବଦଳି କରାଯାଇ କୋ-ଅପରେସନ, ହ୍ୟାଣ୍ଡଲୁମ, ଟେକ୍ସଟାଇଲ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ବେ ଦ୍ଧ ଏଡିଏମ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତୀ ଗଣେଶ ଆର୍‌, ସିଂହଖୁଣ୍ଟିଆଙ୍କ ପିଏସ୍‌ ଭାବେ, ଡବ୍ଲ୍ୟୁ ଆଣ୍ଡ ସିଡି ଡିପାର୍ଟମେଣ୍ଟର ଯୁଗ୍ମ ସଚିବ ମଧୁସୁଦନ ବେହେରାଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପିଏସ ଭାବେ , ଜିଲ୍ଲା ପରିଷଦ ଖୋର୍ଦ୍ଦାରେ ସିଡିଓ କମ୍‌ ଇଓ ଥିବା ବାଦଲ କୁମାର ମହାନ୍ତିଙ୍କୁ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପିଏସ୍‌, କ୍ରୀଡା ଓ ଯୁବସେବା ବିଭାଗର ଓଏସଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଓଏସଡି ଭାବେ ଏବଂ ଏସଟି-ଏସସି ଡେଭଲପମେଣ୍ଟ ବିଭାଗ ଡେପୁଟି ସେକ୍ରେଟାରୀ ଆଶିଶ କୁମାର ଭୋଇଙ୍କୁ ବଦଳି କରାଯାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
27.4 ° C
27.4 °
27.4 °
53 %
2.4kmh
61 %
Sat
27 °
Sun
39 °
Mon
42 °
Tue
42 °
Wed
37 °

ସମ୍ବନ୍ଧିତ