Sunday, October 4, 2026
29.6 C
Odisha

    ଓଟିଇ‌ଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ଖୁସି ଖବର। ଓଟିଇ‌ଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସେମାନେ ମାସିକ ଦରମା ୭ ହଜାରରୁ ୧୦ ହଜାର ବଦଳରେ ୧୦ ହଚାର ଟଙ୍କା ପାଇବେ। ଏଣେ ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକ ନିୟମିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧ ହଜାର ୪୭୨ ଗଣଶିକ୍ଷକ ଉପକୃତ ହେବେ ବୋଲି ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ