Sunday, October 4, 2026
28.6 C
Odisha

    କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ମାଥିଲି: ମାଲକାନଗିରି ଜିଲ୍ଲା କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ସଦର ଡାକ୍ତରଖାନାରେ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ନାମ ହେଲା ନରସିଂହ ସମରଥ।ଏଣେ ଏବେ କୋପ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି। ମାଥିଲି ଡାକ୍ତରଖାନା ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତମାନଙ୍କୁ ଭର୍ତ୍ତି କରାଯାଇଛି। ସ୍ବାଭାବିକ ଅବସ୍ଥାକୁ ଆଣିବାକୁ ଗାଁରେ ନଜର ରଖିଛି ସ୍ବାସ୍ଥ୍ୟ ଟିମ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ